ଅଟ୍ଟାରୀ-ୱାଘା ସୀମା ଦେଇ ଭାରତ ଛାଡିଲେ ୫୩୭ ପାକିସ୍ତାନୀ

Pakistanis: ଗତ ୪ ଦିନ ମଧ୍ୟରେ ୧୪ ଜଣ କୂଟନୀତିଜ୍ଞ ଓ ଅଧିକାରୀଙ୍କ ସମେତ ମୋଟ ୮୫୦ ଜଣ ଭାରତୀୟ ପଞ୍ଜାବରେ ଥିବା ଅନ୍ତର୍ଜାତୀୟ ସୀମା କ୍ରସିଂ ଦେଇ ପାକିସ୍ତାନରୁ ଫେରିଛନ୍ତି। ପଡ଼ୋଶୀ ଦେଶର ୧୨ଟି ବର୍ଗର ସ୍ୱଳ୍ପକାଳୀନ ଭିସାଧାରୀଙ୍କ ପ୍ରସ୍ଥାନ ସମୟ ସୀମା ରବିବାର ଶେଷ ହେବା ପରେ ଏପ୍ରିଲ ୨୪ତାରିଖରୁ ୪ ଦିନ ମଧ୍ୟରେ ୯ ଜଣ କୂଟନୀତିଜ୍ଞ ଓ ଅଧିକାରୀଙ୍କ ସମେତ ୫୩୭ ଜଣ ପାକିସ୍ତାନୀ ନାଗରିକ ଅଟ୍ଟାରୀ-ୱାଘା ସୀମା ଦେଇ ଭାରତ … Continue reading ଅଟ୍ଟାରୀ-ୱାଘା ସୀମା ଦେଇ ଭାରତ ଛାଡିଲେ ୫୩୭ ପାକିସ୍ତାନୀ