୫୨ ବର୍ଷର ଅପେକ୍ଷା – ୨୭ ବର୍ଷର ଷଡ଼ଯନ୍ତ୍ର || 52 years of waiting – 27 years of conspiracy

ଲୋକସଭାରେ ପ୍ରମୋଦ ମହାଜନଙ୍କ ଏହି କ୍ରୋଧାନ୍ୱିତ ସ୍ୱର କେବଳ ଏକ ଭାବନାର ପ୍ରକାଶ ନୁହେଁ—ଏହା ଥିଲା ଏକ ଦୀର୍ଘ ସଂଘର୍ଷର ପ୍ରତିଧ୍ୱନି। ଏହି ସଂଘର୍ଷ କାହା ପାଇଁ? ମହିଳାଙ୍କ ସମାନ ଅଧିକାର ପାଇଁ, ରାଜନୀତିରେ ସେମାନଙ୍କ ଯୋଗ୍ୟ ସ୍ଥାନ ପାଇଁ। କିନ୍ତୁ କାରଣ କ’ଣ ଥିଲା ଜାଣନ୍ତି? ମହିଳା ଆରକ୍ଷଣ ବିଲ୍। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଏହି ବିଲ୍‌କୁ ପାସ୍ କରାଇବା ପାଇଁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ କଂଗ୍ରେସ ଏବଂ … Continue reading ୫୨ ବର୍ଷର ଅପେକ୍ଷା – ୨୭ ବର୍ଷର ଷଡ଼ଯନ୍ତ୍ର || 52 years of waiting – 27 years of conspiracy