ସାରାଦେଶରେ ବିଧାୟକ ନିଲମ୍ବନର ବନ୍ୟା

୨ ମାସରେ ସାରା ଦେଶର ୫୨ ବିଧାୟକଙ୍କୁ ନିଲମ୍ବନ ନିଲମ୍ବନ ପରେ ବି ଗୃହ ଭିତରେ କଂଗ୍ରେସ ବିଧାୟକ କର୍ଣ୍ଣାଟକରେ ସର୍ବାଧିକ ୬ମାସ ପାଇଁ ବିଜେପି ବିଧାୟକ ନିଳମ୍ବିତ ଏବେ ସାରାଦେଶରେ ଗଣତନ୍ତ୍ରର ଦ୍ୱାହି ଦେଉଥିବା ରାଜନୈତିକ ଦଳଗୁଡିକ ସେମାନଙ୍କ ବିଧାୟକମାନଙ୍କୁ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରଶିକ୍ଷଣ ଦେଉନାହିଁ। ଫଳରେ ଗତ ୨ମାସ ମଧ୍ୟରେ ୫ଟି ରାଜ୍ୟର ୫୨ଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ପଶ୍ଚିମବଙ୍ଗ, ରାଜସ୍ଥାନ, କର୍ଣ୍ଣାଟକ ଓ ଦିଲ୍ଲୀ ପରେ ଆଜତ ଓଡ଼ିଶାର ପାଳି ପଡ଼ିଛି। … Continue reading ସାରାଦେଶରେ ବିଧାୟକ ନିଲମ୍ବନର ବନ୍ୟା