“50% Of World’s Digital Transactions Take Place In India Through UPI”: PM Modi In Cyprus ।। “ବିଶ୍ୱର ୫୦% ଡିଜିଟାଲ୍ କାରବାର ଭାରତରେ UPI ମାଧ୍ୟମରେ ହୁଏ”: ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତ – ସାଇପ୍ରସ୍ ସିଇଓ ଫୋରମରେ , ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିପୁଳ ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି , ଯେ ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ପାଲଟିଛି ଏବଂ ଏବେ ଶୀଘ୍ର ତୃତୀୟ ବୃହତ ବିଶ୍ୱ ଅର୍ଥନୀତି ହେବା ପଥରେ ଅଗ୍ରସର ହେଉଛି । ରବିବାର (ସ୍ଥାନୀୟ ସମୟ) ଲିମାସୋଲରେ ଭାରତ-ସାଇପ୍ରସ୍ ସିଇଓ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜିଏସଟି, କର୍ପୋରେଟ୍ … Continue reading “50% Of World’s Digital Transactions Take Place In India Through UPI”: PM Modi In Cyprus ।। “ବିଶ୍ୱର ୫୦% ଡିଜିଟାଲ୍ କାରବାର ଭାରତରେ UPI ମାଧ୍ୟମରେ ହୁଏ”: ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦୀ