5 US military bases near India’s border! II ଭାରତ ସୀମା ନିକଟରେ ଆମେରିକାର ୫ ସୈନ୍ୟ ଅଡ୍ଡା!

ଆମେରିକା ସମଗ୍ର ବିଶ୍ୱରେ ନିଜର ସାମରିକ ଉପସ୍ଥିତିକୁ ମଜବୁତ କରିବାରେ ଲାଗିଛି। ବିଶେଷକରି ଏସିଆ ମହାଦେଶରେ ଚୀନ୍‌ର ବଢ଼ୁଥିବା ଆକ୍ରମଣାତ୍ମକ ନୀତି ଏବଂ ସାମରିକ ଶକ୍ତିକୁ ପ୍ରତିହତ କରିବା ପାଇଁ ଆମେରିକା ବିଭିନ୍ନ ଦେଶରେ ନିଜର ସୈନ୍ୟ ଏବଂ ମିଲିଟ୍ରି ବେସ୍ ସ୍ଥାପନ କରିଛି। କିନ୍ତୁ କେବେ ଆପଣମାନେ ଚିନ୍ତା କରିଛନ୍ତି କି, ଭାରତର ପଡ଼ୋଶୀ ଏବଂ ଏହି ଅଞ୍ଚଳରେ ଆମେରିକାର କେଉଁ କେଉଁ ପ୍ରମୁଖ ସାମରିକ ଆଡ଼ା ବା ବେସ୍ ରହିଛି ଏବଂ ଭାରତଠାରୁ ସେଗୁଡ଼ିକର … Continue reading 5 US military bases near India’s border! II ଭାରତ ସୀମା ନିକଟରେ ଆମେରିକାର ୫ ସୈନ୍ୟ ଅଡ୍ଡା!