Why Stock Market is falling: ପ୍ରାରମ୍ଭିକ କାରବାରରେ ବିଏସ୍ଇ ସେନ୍ସେକ୍ସ ୬୯୫ ପଏଣ୍ଟ ବା ୦.୯୧% ହ୍ରାସ ପାଇ ୭୬,୮୧୨ ପଏଣ୍ଟରେ ପହଞ୍ଚିଥିବାବେଳେ ନିଫ୍ଟି ୫୦ ସୂଚକାଙ୍କ ୨୧୧ ପଏଣ୍ଟ ବା ୦.୯୦% ହ୍ରାସ ପାଇ ୨୩,୨୭୧ ପଏଣ୍ଟରେ ପହଞ୍ଚିଛି। ଏହି ହ୍ରାସ ଫଳରେ ବିଏସଇରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମାର୍କେଟ କ୍ୟାପ ୪.୬୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୧୯.୨୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆଜି ଷ୍ଟକ୍ ବଜାରରେ ତୀବ୍ର ହ୍ରାସ … Continue reading ବଜାର ଖୋଲିବାମାତ୍ରେ ୫ ଲକ୍ଷ କୋଟି ଟଙ୍କା କ୍ଷତି; ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ବଜାରରେ ଅଚଳାବସ୍ଥା, ସେନ୍ସେକ୍ସ ୭୦୦ ପଏଣ୍ଟ ହ୍ରାସ
Copy and paste this URL into your WordPress site to embed
Copy and paste this code into your site to embed