ୟୁରିକ ଏସିଡ୍ ଓ ଫ୍ୟାଟି ଲିଭର ରୋଗୀଙ୍କ ପାଇଁ ସର୍ବୋତ୍ତମ ଏହି ୫ଟି ଭାରତୀୟ ଖାଦ୍ୟ | 5 Indian foods are best for uric acid and fatty liver patients

ସଠିକ୍ ଉପାଦାନ ଏବଂ ରୋଷେଇ ପଦ୍ଧତି ସହିତ ଅନେକ ପାରମ୍ପରିକ ଖାଦ୍ୟ ଯକୃତ ସ୍ୱାସ୍ଥ୍ୟକୁ ଘରୋଇ ଉପାୟରେ ସୁଧାରିବା ପାଇଁ ସାହାଯ୍ୟ କରିପାରେ | ତେଣୁ ଉଚ୍ଚ ୟୁରିକ ଏସିଡ୍ ସ୍ତର ଏବଂ ଫ୍ୟାଟି ଲିଭର ରୋଗର ଉପଚାର ପାଇଁ ଔଷଧ ସହ କିଛିଟା ପରିଚିତ ଭାରତୀୟ ଖାଦ୍ୟକୁ ଜୀବନ ଚର୍ଯ୍ୟାରେ ଯୋଡିବା ବୁଦ୍ଧିମାନିର ବିଷୟ | ତେବେ ଏହା ମଧ୍ୟରେ ସାମ୍ନାକୁ ଆସେ ଏପରି ପାଞ୍ଚଟି ଭାରତୀୟ ଖାଦ୍ୟ ଯାହା ସୁସ୍ୱାଦୁ ହେବ ସହ ସ୍ୱାସ୍ଥ୍ୟକର … Continue reading ୟୁରିକ ଏସିଡ୍ ଓ ଫ୍ୟାଟି ଲିଭର ରୋଗୀଙ୍କ ପାଇଁ ସର୍ବୋତ୍ତମ ଏହି ୫ଟି ଭାରତୀୟ ଖାଦ୍ୟ | 5 Indian foods are best for uric acid and fatty liver patients