ନୂଆ ବର୍ଷରେ ନୂଆ ଫିଟନେସ ମନ୍ତ୍ର: ଆପଣାନ୍ତୁ ୫ଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ 

  ନୂତନ ବୈଜ୍ଞାନିକ ଗବେଷଣାଠାରୁ ଆରମ୍ଭ କରି ପରିବେଶ ଓ ପାଣିପାଗର ପରିବର୍ତନ ଫଳରେ ଖାଦ୍ୟ ପ୍ରଭାବିତ ହୋଇଛି। ଫଳରେ ରୋଗ, ଅସୁସ୍ଥତା ବଢିଛି। ମାତ୍ର ଏକ ସୁସ୍ଥ ଜୀବନ ପାଇଁ ଉପଯୁକ୍ତ ଡାଏଟ୍‍ର ଆବଶ୍ୟକତା ରହିଛି। ୨୦୨୫କୁ ଦୃଷ୍ଟିରେ ରଖି ପୋଷଣ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ କେତେକ ଖାଦ୍ୟ ଏବଂ ପୋଷଣ ପୂର୍ବ ଅପେକ୍ଷା ଅଧିକ ବ୍ୟକ୍ତିଗତ ଏବଂ ସ୍ୱାସ୍ଥ୍ୟ-କେନ୍ଦ୍ରିତ ହେବ। ଆସନ୍ତା ବର୍ଷ ଆଉ କ’ଣ ଖାଇବେ ଓ କ’ଣ ପିଇବେ ସେ … Continue reading ନୂଆ ବର୍ଷରେ ନୂଆ ଫିଟନେସ ମନ୍ତ୍ର: ଆପଣାନ୍ତୁ ୫ଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ