ଓଡ଼ିଶା ମାଟ୍ରିକ ପରୀକ୍ଷା ଦେବେ ୫.୧ ଲକ୍ଷ ଛାତ୍ରଛାତ୍ରୀ, ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ବିଏସଇର ଦୃଢ଼ ପଦକ୍ଷେପ

ଓଡ଼ିଶାରେ ଫେବ୍ରୁଆରି ୨୧ରୁ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ରୋକିବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ବିଏସ୍ଇ ସଭାପତି ଶ୍ରୀକାନ୍ତ ତରାଇ ଗଣମାଧ୍ୟମକୁ କହିଛନ୍ତି ଯେ ଚଳିତ ବର୍ଷ ସାରା ରାଜ୍ୟରୁ ମୋଟ ୫,୧୦,୭୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ୩୦ଟି ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ ସେଣ୍ଟର ଖୋଲାଯାଇଛି। ପରୀକ୍ଷା … Continue reading ଓଡ଼ିଶା ମାଟ୍ରିକ ପରୀକ୍ଷା ଦେବେ ୫.୧ ଲକ୍ଷ ଛାତ୍ରଛାତ୍ରୀ, ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ବିଏସଇର ଦୃଢ଼ ପଦକ୍ଷେପ