ଅଧିକ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: କଶ୍ମୀରର ୪୮ଟି ପର୍ଯ୍ୟଟନସ୍ଥଳୀ ବନ୍ଦ

Kashmir: ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ଯେ ଗତ ସପ୍ତାହରେ ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କ ଘର ଧ୍ୱଂସ ହେବାର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଏବଂ ଏକ ବଡ଼ ଆକ୍ରମଣ ଯୋଜନା କରୁଛନ୍ତି  ଗତ ସପ୍ତାହରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଅଧିକ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ନେଇ ଗୁଇନ୍ଦା ଏଜେନ୍ସିମାନେ ଚେତାବନୀ ଦେବା ପରେ ଜମ୍ମୁ-କାଶ୍ମୀର ସରକାର କାଶ୍ମୀରର ୮୭ଟି ପର୍ଯ୍ୟଟନ ସ୍ଥଳମଧ୍ୟରୁ ୪୮ଟିକୁ ବନ୍ଦ କରିଦେଇଛନ୍ତି। ମିଳିଥିବା ସୂଚନା … Continue reading ଅଧିକ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: କଶ୍ମୀରର ୪୮ଟି ପର୍ଯ୍ୟଟନସ୍ଥଳୀ ବନ୍ଦ