47% Ministers in India face criminal cases ।। ଦେଶରେ ପାଖାପାଖି ୪୭ ପ୍ରତିଶତ ନେତାଙ୍କ ଉପରେ ଆପରାଧିକ ମାମଲା

ଦେଶରେ ୩୦୨ ଜଣ ମନ୍ତ୍ରୀ (ପାଖାପାଖି ୪୭ ପ୍ରତିଶତ) ନିଜ ଉପରେ ଆପରାଧିକ ମାମଲା ଥିବା କଥା ସ୍ୱୀକାର କରିଛନ୍ତି। ଏମାନଙ୍କୁ ମଧ୍ୟରୁ ୧୭୪ ଜଣ ମନ୍ତ୍ରୀଙ୍କ ଉପରେ ହତ୍ୟା, ଅପହରଣ ଓ ମହିଳାଙ୍କ ବିରୋଧରେ ଅପରାଧ ଭଳି ଗମ୍ଭୀର ଅଭିଯୋଗ ରହିଛି। ସେହିପରି କେନ୍ଦ୍ର ସରକାରଙ୍କ ୭୨ ମନ୍ତ୍ରୀଙ୍କ ମଧ୍ୟରୁ ୨୯ଜଣ (୪୦ ପ୍ରତିଶତ) ନିଜ ଉପରେ ଆପରାଧିକ ମାମଲା ଥିବା କଥା ସ୍ୱୀକାର କରିଛନ୍ତି। ନିର୍ବାଚନ ସୁଧାର ସଂସ୍ଥା ‘ଆସୋସିଏସନ ଫର୍‌‌ ଡେମୋକ୍ରାଟିକ ରିଫର୍ମ୍ସ’ … Continue reading 47% Ministers in India face criminal cases ।। ଦେଶରେ ପାଖାପାଖି ୪୭ ପ୍ରତିଶତ ନେତାଙ୍କ ଉପରେ ଆପରାଧିକ ମାମଲା