ପାଣ୍ଠି ଅଭାବରୁ ଓଡ଼ିଶାରେ ୪୨ଟି ସିଆରଆଇଏଫ୍ ରାସ୍ତା କାମ ବନ୍ଦ, କେନ୍ଦ୍ରଠାରୁ ମାଗିଲେ ୫୦୦ କୋଟି ଟଙ୍କା

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ୍) ଯୋଜନାରେ ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ଓଡ଼ିଶାରେ ୪୨ଟି ପ୍ରମୁଖ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ମାସ ମଧ୍ୟରେ କୌଣସି ପାଣ୍ଠି ପ୍ରଦାନ କରାଯାଇ ନ ଥିବାରୁ ୪୨ଟି ପ୍ରମୁଖ ପ୍ରକଳ୍ପର କାମ ପ୍ରାୟତଃ ଠପ୍ ହୋଇଯାଇଛି। ଫଳରେ ରାଜ୍ୟରେ ଗତ ପାଖାପାଖି ୫ ମାସ ହେଲା ରାସ୍ତା କାମ ରେ … Continue reading ପାଣ୍ଠି ଅଭାବରୁ ଓଡ଼ିଶାରେ ୪୨ଟି ସିଆରଆଇଏଫ୍ ରାସ୍ତା କାମ ବନ୍ଦ, କେନ୍ଦ୍ରଠାରୁ ମାଗିଲେ ୫୦୦ କୋଟି ଟଙ୍କା