ଜାତୀୟ ସଂଗ୍ରହାଳୟର ହରପ୍ପା ଗ୍ୟାଲେରିରେ ପ୍ରଦର୍ଶିତ ହେବ ୪ ହଜାର ବର୍ଷ ପୁରୁଣା ରଥ

ASI: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ୨୦୧୮ ଏପ୍ରିଲରେ ଖନନ ସମୟରେ ବାଗପତର ସିନୌଲି ଗ୍ରାମରେ ରଥଟିକୁ ଆବିଷ୍କାର କରିଥିଲା। ଐତିହ୍ୟ ପ୍ରେମୀଙ୍କୁ ଆକୃଷ୍ଟ କରିବା ପାଇଁ ଜାତୀୟ ରାଜଧାନୀର ଜାତୀୟ ସଂଗ୍ରହାଳୟରେ ଉତ୍ତରପ୍ରଦେଶର ସିନୌଲି ପ୍ରତ୍ନତାତ୍ତ୍ୱିକ ସ୍ଥଳରୁ ଆବିଷ୍କୃତ ବ୍ରୋଞ୍ଜ ଯୁଗର ସଲିଡ୍-ଡିସ୍କ ହ୍ଵିଲ୍ କାର୍ଟ (ରଥ) ଏବଂ ଏପିଗ୍ରାଫର ଏକ ସ୍ଥାୟୀ ପ୍ରଦର୍ଶନୀ ପ୍ରଦର୍ଶିତ ହେବ। ପ୍ରଥମ ଥର ପାଇଁ ସଂଗ୍ରହାଳୟରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଉପଲବ୍ଧ ହେବ ୪ ହଜାର ବର୍ଷ ପୁରୁଣା … Continue reading ଜାତୀୟ ସଂଗ୍ରହାଳୟର ହରପ୍ପା ଗ୍ୟାଲେରିରେ ପ୍ରଦର୍ଶିତ ହେବ ୪ ହଜାର ବର୍ଷ ପୁରୁଣା ରଥ