ଏଥର କୁମ୍ଭମେଳାରେ ୪୦ କୋଟି ତୀର୍ଥଯାତ୍ରୀ

ନିର୍ମାଣ ହେଉଛି ଅସ୍ଥାୟୀ ସହର ଇତିହାସ ରଚିବ ସମାବେଶ ପବିତ୍ର ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ମିଳନ ହେଉଥିବା ସ୍ଥାନରେ ପ୍ରତି ୧୨ ବର୍ଷରେ ଥରେ ଧାର୍ମିକ ପବିତ୍ରତା ଏବଂ ରୀତିନୀତି ସ୍ନାନର ହଜାର ହଜାର ବର୍ଷ ପୁରୁଣା ପବିତ୍ର କାର୍ଯ୍ୟକ୍ରମ ଚାଲୁ ଆସୁଛି । ଏଥର ଆସନ୍ତା ଜାନୁଆରି ମାସରେ ହେବାକୁ ଯାଉଛି ଏହି ବିଶାଳ କୁମ୍ଭ ମେଳା। ଏଥର ମେଳାରେ ପ୍ରାୟ  ୪୦୦ ନିୟୁତ ବା ୪୦ କୋଟି ତୀର୍ଥଯାତ୍ରୀ ସଙ୍ଗମରେ … Continue reading ଏଥର କୁମ୍ଭମେଳାରେ ୪୦ କୋଟି ତୀର୍ଥଯାତ୍ରୀ