ଶିମିଳିପାଳରେ ବିରଳ କଳାବାଘ ଚମଡ଼ା ସହ ୪ ଶିକାରୀ ଗିରଫ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଏକ ବିରଳ କଳାବାଘର ଚମଡ଼ା ଜବତ କରିବା ସହ ୪ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ଡୁକୁରା ରେଞ୍ଜର ଶିମିଳିପାଳ ସଫ ବନ୍ୟପ୍ରାଣୀ ଡିଭିଜନର ସ୍ୱତନ୍ତ୍ର ପ୍ରବର୍ତ୍ତନ ଶାଖା ଗତ ୧୨ ତାରିଖ ରାତିରେ ଚଢ଼ାଉ କରି କଳା ବାଘର ଚମଡ଼ା ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ତେନ୍ତୁଲା ଓ ବାଲିଘାଟ … Continue reading ଶିମିଳିପାଳରେ ବିରଳ କଳାବାଘ ଚମଡ଼ା ସହ ୪ ଶିକାରୀ ଗିରଫ