୨୦୨୪ ଜୁନ୍‍ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ୪.୨% ହ୍ରାସ ପାଇଛି: ହରିଚନ୍ଦନ

ଗତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ବିରୋଧୀଙ୍କ ସମାଲୋଚନା ଚାଲିଥିବାବେଳେ ଶାସକ ଦଳ ଏହି ସମୟ ମଧ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ ପାଇଥିବା ତଥ୍ୟ ଉପସ୍ଥାପନ କରିଛି। ୨୦୨୪ ଜୁନ୍ ୧୨ତାରିଖରେ ବିଜେପି ସରକାର ଗଠନ ହେବା ପରେ ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ୨୨,୯୪୧ଟି ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହୋଇଥିବା ଓଡ଼ିଶା ପୁଲିସ ତଥ୍ୟରୁ ଜଣାପଡ଼ିଛି। ପୂର୍ବ ସରକାରଙ୍କ ଅମଳରେ … Continue reading ୨୦୨୪ ଜୁନ୍‍ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ୪.୨% ହ୍ରାସ ପାଇଛି: ହରିଚନ୍ଦନ