୩୭,୮୩୮ କୋଟି ଟଙ୍କାର କୃଷି ବଜେଟ୍

ରାଜ୍ୟର ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ଶ୍ରମଶକ୍ତି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ । କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ବଜେଟରେ ୨୦୨୫-୨୬ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରପାଇଁ  ୩୭,୮୩୮ କୋଟି ଟଙ୍କା କୃଷି ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ପୂର୍ବ ବର୍ଷର ବଜେଟ୍ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ। ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ୧୪,୭୦୧ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସମୃଦ୍ଧ କୃଷକ ଯୋଜନା ପାଇଁ … Continue reading ୩୭,୮୩୮ କୋଟି ଟଙ୍କାର କୃଷି ବଜେଟ୍