ପ୍ରବାସୀ ଅତିଥିଙ୍କ ପାଇଁ ୩୭୦୦ କୋଠରୀ ସଂରକ୍ଷିତ
PBD: ଏବେ ଭୁବନେଶ୍ୱରରେ ଥିବା ସମସ୍ତ ତାରକା ହୋଟେଲର ପ୍ରକୋଷ୍ଠଗୁଡ଼ିକ ଆସନ୍ତା ଜାନୁଆରୀର ପ୍ରଥମାର୍ଦ୍ଧରେ ସରକାରଙ୍କ ନିୟନ୍ତ୍ରଣରେ ରହିବ। ପୂର୍ବରୁ ଯେଉଁମାନେ ହୋଟେଲ ପ୍ରକୋଷ୍ଠ ସଂରକ୍ଷିତ କରିଛନ୍ତି ସେମାନେ ଏଥିଯୋଗୁ ପ୍ରଭାବିତ ହେବେ ନାହିଁ। ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ବିଭିନ୍ନ ଅତିଥି ଭବନ ଓ ହୋଟେଲ ଆଦିରେ ୩୭୦୦ରୁ ଅଧିକ ପ୍ରକୋଷ୍ଠ ବ୍ୟବସ୍ଥା କରାଯିବା ସହ ପ୍ରତିନିଧିମାନେ ଯେଭଳି ଉନ୍ନତମାନର ଓଡ଼ିଆ ଖାଦ୍ୟ ପାଇବେ ତାହା ଉପରେ ଗୁରୁତ୍ୱ … Continue reading ପ୍ରବାସୀ ଅତିଥିଙ୍କ ପାଇଁ ୩୭୦୦ କୋଠରୀ ସଂରକ୍ଷିତ
Copy and paste this URL into your WordPress site to embed
Copy and paste this code into your site to embed