365 special trains run during Rath Yatra ।। ଭକ୍ତଙ୍କ ପାଇଁ ରଥଯାତ୍ରାରେ ପୁରୀକୁ ଗଡ଼ିବ ୩୬୫ଟି ସ୍ୱତନ୍ତ୍ର ଟ୍ରେନ

ଆସନ୍ତା ୨୭ ତାରିଖରୁ ପୁରୀରେ ଆରମ୍ଭ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଗମାନଗମନ ସୁଗମ କରିବା ପାଇଁ ପୂର୍ବତଟ ରେଳପଥ ବଡ଼ ଘୋଷଣା କରିଛି। ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ଭକ୍ତମାନଙ୍କ ଯାତ୍ରା ସୁଗମ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପୂର୍ବତଟ ରେଳପଥ। ଚଳିତ ରଥଯାତ୍ରା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ବ୍ୟତୀତ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। … Continue reading 365 special trains run during Rath Yatra ।। ଭକ୍ତଙ୍କ ପାଇଁ ରଥଯାତ୍ରାରେ ପୁରୀକୁ ଗଡ଼ିବ ୩୬୫ଟି ସ୍ୱତନ୍ତ୍ର ଟ୍ରେନ