ଲକ୍ଷ୍ୟ ବିକଶିତ ଓଡ଼ିଶା: ୨୦୩୬ ସୁଦ୍ଧା ୬୧୦୦ କିଲୋମିଟର ବ୍ୟାପୀ ୩୫ଟି ସଡ଼କ କରିଡର ହେବ ବିକଶିତ

Road corridors:  ୨୦୩୬ ସୁଦ୍ଧା ୩ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୬୧୦୦ କିଲୋମିଟର ରେ ୩୫ଟି ସଡ଼କ କରିଡର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାୟପୁର-ବିଶାଖାପାଟଣା ଏବଂ ରାଞ୍ଚି-ସମ୍ବଲପୁର କରିଡର ପ୍ରମୁଖ ପ୍ରକଳ୍ପ ଅନ୍ତର୍ଭୁକ୍ତ । ୨୦୩୬ ସୁଦ୍ଧା ୬୧୦୦ କିଲୋମିଟର ବ୍ୟାପୀ ୩୫ଟି ସଡ଼କ କରିଡର ବିକଶିତ କରିବା ପାଇଁ ଓଡ଼ିଶା ସରକାର ଏକ ବିସ୍ତୃତ ମାଷ୍ଟର ପ୍ଲାନ୍ ଘୋଷଣା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ନେଟୱାର୍କରେ ୨୮୦୦ କିଲୋମିଟର ଜାତୀୟ ରାଜପଥ (ଏନଏଚ) … Continue reading ଲକ୍ଷ୍ୟ ବିକଶିତ ଓଡ଼ିଶା: ୨୦୩୬ ସୁଦ୍ଧା ୬୧୦୦ କିଲୋମିଟର ବ୍ୟାପୀ ୩୫ଟି ସଡ଼କ କରିଡର ହେବ ବିକଶିତ