ଜିନତ ପାଇଁ ବନ ବିଭାଗ ଖର୍ଚ୍ଚ କଲା ୩୫ ଲକ୍ଷ

ସରକାରୀ ସୂତ୍ରରୁ ପ୍ରକାଶ ଯେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ)ର ହସ୍ତକ୍ଷେପ ପରେ ବୁଧବାର ଭୋର ସମୟରେ ଏକ ସ୍ୱତନ୍ତ୍ର ଗାଡ଼ିରେ ବାଘୁଣୀକୁ କୋଲକାତାର ଅଲିପୁର ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାଳୟରୁ ଶିମିଳିପାଳ ଅଣାଯାଇଥିଲା। ରାତି ପ୍ରାୟ ୧ଟା ୨୫ ମିନିଟ୍ ରେ ଜାମଶୋଳାଠାରେ ଆନ୍ତଃରାଜ୍ୟ ସୀମା ଦେଇ ଗ୍ରୀନ୍ କରିଡର ଯୋଗେ ଓଡ଼ିଶା ଅଣାଯାଇ ଶିମିଳିପାଳ ନିଆଯାଇଥିଲା। ବାଘୁଣୀକୁ ଆଣିବା ପାଇଁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ୍ କୋଲକାତା ଯାଇଥିଲେ।ବର୍ତ୍ତମାନ ଜିନତଙ୍କୁ … Continue reading ଜିନତ ପାଇଁ ବନ ବିଭାଗ ଖର୍ଚ୍ଚ କଲା ୩୫ ଲକ୍ଷ