ଏଥର କେରଳ ବିଧାନସଭାରେ ​୩୩୯ ଜଣ ​କୋଟିପତି ପ୍ରାର୍ଥୀ ! || 339 crorepati candidates in Kerala Assembly Election:Upto 38% face criminal cases

ଚଳିତ ବର୍ଷ ରାଜ୍ୟମାନଙ୍କରେ ଚାଲିଛି ବିଧନସଭା ନିର୍ବାଚନ । ଓଡିଶା , ପଶ୍ଚିମବଙ୍ଗ ପରେ କେରଳରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ନାମା । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ତେବେ ଏଥର କେରଳ ବିଧାନସଭା ନିର୍ବାଚନରେ ଥିବା ନେତାଙ୍କ ମଧ୍ୟରୁ ୩୮% ପ୍ରାର୍ଥୀଙ୍କ ବିରୁଦ୍ଧରେ ରହିଛି ଫୌଜଦାରୀ ମାମଲା । ଏଥିମଧ୍ୟରେ, ସର୍ବାଧିକ କଂଗ୍ରେସର ୭୨ ପ୍ରାର୍ଥୀ ,ବିଜେପିର ୫୯ ଏବଂ ସିପିଆଇ(ଏମ୍)ର ୫୧ ପ୍ରାର୍ଥୀଙ୍କ ନାମ ତାଲିକାରେ ଅଛି । … Continue reading ଏଥର କେରଳ ବିଧାନସଭାରେ ​୩୩୯ ଜଣ ​କୋଟିପତି ପ୍ରାର୍ଥୀ ! || 339 crorepati candidates in Kerala Assembly Election:Upto 38% face criminal cases