ତିବ୍ବତରୁ ଅରୁଣାଚଳ: ଦଲାଇ ଲାମାଙ୍କ ଆସିବା ବାଟକୁ ଠାବକଲେ ବୌଦ୍ଧ ଭିକ୍ଷୁ

Dalai Lama: ୬ ଦିନିଆ ଏହି ଯାତ୍ରା କେଞ୍ଜାମଣିଠାରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ତୱାଙ୍ଗର ପୁଙ୍ଗତେଙ୍ଗଠାରେ ଶେଷ ହେବ। ତିବ୍ବତରୁ ପଳାୟନ ସମୟରେ ଚତୁର୍ଦ୍ଦଶ ଦଲାଇ ଲାମାଙ୍କ ଦ୍ୱାରା ନିଆଯାଇଥିବା ମାର୍ଗକୁ ଠାବ କରି ସୋମବାର ଅପରାହ୍ନରେ ୩୦୦ ଜଣିଆ ଭିକ୍ଷୁ, ଗ୍ରାମମୁଖ୍ୟ, ସୀମା ସୁରକ୍ଷା ବାହିନୀର ଯବାନ, ପର୍ଯ୍ୟଟକ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ) ସଦସ୍ୟଙ୍କ ଏକ ଦଳ ଅରୁଣାଚଳ ପ୍ରଦେଶର ଫ୍ରିଡମ୍ ଟ୍ରେଲରୁ ୧୦୦ କିଲୋମିଟର ଯାତ୍ରା ଆରମ୍ଭ କରିଛନ୍ତି। ୧୯୫୯ … Continue reading ତିବ୍ବତରୁ ଅରୁଣାଚଳ: ଦଲାଇ ଲାମାଙ୍କ ଆସିବା ବାଟକୁ ଠାବକଲେ ବୌଦ୍ଧ ଭିକ୍ଷୁ