ଛତିଶଗଡ଼ ଏନକାଉଣ୍ଟରରେ ଦାମୋଦର ନିହତ; ଅଦ୍ୟାବଧି ୩୦ ମାଓବାଦୀ ନିହତ

Maoist Killed: ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ରେ ସୁରକ୍ଷା କର୍ମୀ ଓ ମାଓବାଦୀ ଏନକାଉଣ୍ଟରରେ ୩୦ଜଣ ମାଓବାଦୀ ନିହତ ହୋଇଛନ୍ତି। ସବୁଠାରୁ ବଡ଼କଥା ହେଲା ମାଓ ନେତା ଦାମଦରର ମଧ୍ୟ ମୃତ୍ୟୁ ହୋଇଛି । ଏନ୍‌କାଉଣ୍ଟରରେ ଦାମଦରର ମୃତ୍ୟୁ ହୋଇଥିବା ନେଇ ମାଓ ସଂଗଠନର କହିଛି । ଆଜି ସକାଳେ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ସହ ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଅପରେସନରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଓଡ଼ିଶା … Continue reading ଛତିଶଗଡ଼ ଏନକାଉଣ୍ଟରରେ ଦାମୋଦର ନିହତ; ଅଦ୍ୟାବଧି ୩୦ ମାଓବାଦୀ ନିହତ