ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ୩ ସ୍ତରୀୟ ସୁରକ୍ଷା ବଳୟ

ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ବେଳେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇବି ଖୁରାନିଆ ବୁଧବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅଧିବେଶନରେ ବ୍ୟାପକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଯଥେଷ୍ଟ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ ମୁଖ୍ୟ କହିଛନ୍ତି। ବିଧାନସଭା ପରିସରରେ ମହିଳା ଅଧିକାରୀଙ୍କ ସମେତ ପ୍ରାୟ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ଏଥିସହ ୧୦୦ ଜଣ ବରିଷ୍ଠ ଅଧିକାରୀ ସୁରକ୍ଷା … Continue reading ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ୩ ସ୍ତରୀୟ ସୁରକ୍ଷା ବଳୟ