ଧରାକୋଟ ସିଙ୍ଗିପୁର ଗ୍ରାମର ଦୁଇ ଦଳିତଙ୍କୁ ନିର୍ଯାତନା ମାମଲାରେ ଜାତୀୟ ମାନବାଧିକାର କମିଶନ ଓଡ଼ିଶା ସରକାରଙ୍କୁ ନୋଟିସ୍ ଦେବାର ଗୋଟିଏ ଦିନ ପରେ ଘଟଣାରେ ସମ୍ପୃକ୍ତ ଥିବା ଆଉ ତିନି ଜଣଙ୍କୁ ଗୁରୁବାର ଗିରଫ କରାଯାଇଛି। ଏହାକୁ ମିଶାଇ ମାମଲାରେ ୧୬ ଜଣଙ୍କୁ ଗିରଫ କରଯାଇଛି। ଜୁନ୍ ୨୬ ତାରିଖରେ ଗଞ୍ଜାମ ଜିଲ୍ଲାର ଧରାକୋଟରେ ଦୁଇଜଣ ଦଳିତ ବାପ ପୁଅଙ୍କୁ ଗୋରୁ ଚୋରା ଚାଲାଣ ସନ୍ଦେହରେ ଶାରୀରିକ ଅତ୍ୟାଚାର କରାଯିବା ସହ ସର୍ବ ସମ୍ମୁଖରେ ଅପମାନିତ କରଯାଇଥିଲା। … Continue reading Dalit Abuse Case in Dharakot: 3 more arrested, total number of arrests rises to 16।। ଧରାକୋଟରେ ଦଳିତଙ୍କୁ ନିର୍ଯାତନା ମାମଲାରେ: ଆଉ ୩ ଗିରଫ ମୋଟ ଗିରଫଦାରୀ ସଂଖ୍ୟା ୧୬କୁ ବୃଦ୍ଧି
Copy and paste this URL into your WordPress site to embed
Copy and paste this code into your site to embed