ଓଡ଼ିଶା-ଛତିଶଗଡ଼ ସୀମାରେ ମିଳିତ ଆନ୍ତଃରାଜ୍ୟ ଅପରେସନରେ ୩ ମାଓବାଦୀ ନିହତ

ଗୁରୁବାର ଓ ଶୁକ୍ରବାର ମଧ୍ୟରାତ୍ରିରେ ମିଳିତ ଆନ୍ତଃରାଜ୍ୟ ଅପରେସନବେଳେ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ସୋରନାମାଲ୍ ଜଙ୍ଗଲରେ ମାଓବାଦୀ ଥିବା ସୂଚନା ମିଳିଥିଲା। ଏହା ପରେ ଛତିଶଗଡ଼ ଓ ଓଡ଼ିଶାର ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଛତିଶଗଡ଼ର ଇ-୩୦ ଫୋର୍ସ, ୟଙ୍ଗ ପ୍ଲାଟୁନ, ସିଆରପିଏଫ ଓ ନୂଆପଡ଼ାର ଏସଓଜି ସାମିଲ ଥିଲେ। ଅପରେସନାଲ ଟିମ୍ ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ଆତଙ୍ଗ ଜଙ୍ଗଲରେ … Continue reading ଓଡ଼ିଶା-ଛତିଶଗଡ଼ ସୀମାରେ ମିଳିତ ଆନ୍ତଃରାଜ୍ୟ ଅପରେସନରେ ୩ ମାଓବାଦୀ ନିହତ