3 ‘Made In Odisha’ Chips Unveiled At SEMICON India 2025 ।। ପୁଣି ଫେରିବ କି କୋଣାର୍କ!

ଆଜି ଦିଲ୍ଲୀର ଯଶୋଭୂମିରେ ଓଡ଼ିଶା ଏହାର ଯଶବାନା ଉଡ଼ାଇଛି। ସ୍ୱଳ୍ପକୁ ସୁଖର ଆଧାର ବୋଲି ଗ୍ରହଣ କରିଥିବା ଓଡ଼ିଶା ଯେ ସୁଯୋଗ ଆସିଲେ ସାରା ଭାରତକୁ ଚକିତ କରିଦିଏ ତାହାକୁ ସ୍ପଷ୍ଟ କରିଦେଇଛି। ଓଡ଼ିଶା ଗରିବ ହେଲେ ବି ଉନ୍ନତ ଚିନ୍ତା କରେ ଆଉ ଦେଶର ହାତଗଣତି ପ୍ରତିଭାଙ୍କ ଭିତରେ ନିଜକୁ ପ୍ରତିଷ୍ଠିତ କରିପାରେ ତାହାକୁ ପ୍ରତିପାଦିତ କରିଛି। ଯାହାର ନିଦର୍ଶନ ହୋଇଛି ପ୍ରଥମ ଭାରତ ତିଆରି ସେମିକଣ୍ଡକ୍ଟର ଚିପରେ ଓଡ଼ିଶାର ନାଁ। ଆଜି ସଗର୍ବେ ପ୍ରଧାନମନ୍ତ୍ରୀଙ୍କୁ … Continue reading 3 ‘Made In Odisha’ Chips Unveiled At SEMICON India 2025 ।। ପୁଣି ଫେରିବ କି କୋଣାର୍କ!