ଲୋକସଭାରେ ଦ୍ୱିତୀୟ ଦିନରେ ମଧ୍ୟ ‘ଅପରେସନ୍ ସିନ୍ଦୂର’ ଉପରେ ବିଶେଷ ଆଲୋଚନା ଜାରି ରହିଛି । ‘ଅପରେସନ୍ ସିନ୍ଦୂର’ ଉପରେ ପ୍ରଥମ ଦିନର ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ଶାହ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପହଲଗାମ୍ରେ ଲୋକମାନଙ୍କୁ ସେମାନଙ୍କର ଧର୍ମ ପଚାରି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଆକ୍ରମଣରେ ମୃତକଙ୍କ ପରିବାର ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କର … Continue reading 3 LeT Terrorists Behind Pahalgam Attack Killed in Op Mahadev: Amit Shah ।। ପହଲଗାମରେ ଆକ୍ରମଣ କରିଥିବା ସମସ୍ତ ୩ ଆତଙ୍କବାଦୀ ନିହତ, ସୂଚନା ଦେଲେ ଅମିତ ଶାହ
Copy and paste this URL into your WordPress site to embed
Copy and paste this code into your site to embed