୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ; ପ୍ରକାଶ ପାଇଲା ସମୟ ସୂଚୀ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ମଙ୍ଗଳବାର ବାର୍ଷିକ ଓଡ଼ିଶା ଯୁକ୍ତ ୨ ପରୀକ୍ଷା-୨୦୨୫ ର ସମୟ ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରି ୧୮ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଯୋଗାଯୋଗ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ମୋଟ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ଦୁର୍ନୀତି ରୋକିବା ପାଇଁ ସିସିଟିଭି ସର୍ଭିଲାନ୍ସ ସହ ୧୨୭୬ଟି ପରୀକ୍ଷା କେନ୍ଦ୍ର ଓ ୫ଟି ସ୍ତରୀୟ … Continue reading ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ; ପ୍ରକାଶ ପାଇଲା ସମୟ ସୂଚୀ