ଆତଙ୍କବାଦୀଙ୍କ ବି ଧର୍ମ ଅଛି: ପହଲଗାମରେ ଧର୍ମ ପଚାରି ଭୟଙ୍କର ଆକ୍ରମଣ, ୨୮ ମୃତ
Terrorists Attack: ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସଶସ୍ତ୍ର ଆତଙ୍କବାଦୀମାନେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଗ୍ରାସଲ୍ୟାଣ୍ଡ ଭିତରକୁ ଆସି ଭୋଜନାଳୟରେ ବୁଲୁଥିବା ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। କାଶ୍ମୀରର ପହଲଗାମ ନିକଟରେ ଥିବା ଏକ ଲୋକପ୍ରିୟ ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀମାନେ ଅନ୍ଧାଦୁନିଆ ଗୁଳି ଚଳାଇ ୨୮ ଜଣଙ୍କ ଜୀବନ ନେଇଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ପର୍ଯ୍ୟଟକ। ଗୁଳିମାଡ଼ରେ ଆହତ … Continue reading ଆତଙ୍କବାଦୀଙ୍କ ବି ଧର୍ମ ଅଛି: ପହଲଗାମରେ ଧର୍ମ ପଚାରି ଭୟଙ୍କର ଆକ୍ରମଣ, ୨୮ ମୃତ
Copy and paste this URL into your WordPress site to embed
Copy and paste this code into your site to embed