ସାଂସଦ ହେବେ୨୭୩ ମହିଳା || 273 women will be elected as MPs

ଭାରତୀୟ ରାଜନୀତି ଏବଂ ସଂସଦୀୟ ଗଣତନ୍ତ୍ରର ଇତିହାସରେ ଏକ ନୂତନ ତଥା ଯୁଗାନ୍ତକାରୀ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ୨୦୨୩ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଐତିହାସିକ ‘ନାରୀ ଶକ୍ତି ବନ୍ଦନା ଅଧିନିୟମ’ ବା ମହିଳା ସଂରକ୍ଷଣ ଆଇନରେ ଏକ ବଡ଼ ଧରଣର ସଂଶୋଧନ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସବୁଠାରୁ ବଡ଼ ଖବର ହେଉଛି, ଏହି ସଂଶୋଧନ କେବଳ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣକୁ ଲାଗୁ କରିବ ନାହିଁ, ବରଂ … Continue reading ସାଂସଦ ହେବେ୨୭୩ ମହିଳା || 273 women will be elected as MPs