୨୫୦୦ କେଜି ନିଶାଦ୍ରବ୍ୟ ଜବତ କଲା ଭାରତୀୟ ନୌସେନା
Narcotics: ଭାରତୀୟ ନୌସେନାର ପି୮ଆଇ ବିମାନରୁ ଆଇଏନ୍ଏସ୍ ତାରକାଶକୁ ଏହି ଅଞ୍ଚଳରେ ସନ୍ଦିଗ୍ଧ ଜାହାଜ ସମ୍ପର୍କରେ ଏକାଧିକ ସୂଚନା ମିଳିଥିଲା, ଯେଉଁମାନେ ନିଶା ଦ୍ରବ୍ୟ ଚୋରା ଚାଲାଣ ସମେତ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲା। ଭାରତୀୟ ନୌସେନାର ମୁତୟନ ଯୁଦ୍ଧ ଜାହାଜ ପଶ୍ଚିମ ଭାରତ ମହାସାଗର ଅଞ୍ଚଳରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି। ପଶ୍ଚିମ ନୌସେନା କମାଣ୍ଡ ଅଧୀନରେ କାର୍ଯ୍ୟକରୁଥିବା ଭାରତୀୟ ନୌସେନାର ଆଗଧାଡ଼ିର ଫ୍ରିଗେଟ୍ ଭାରତୀୟ ନୌସେନା ଜାହାଜ … Continue reading ୨୫୦୦ କେଜି ନିଶାଦ୍ରବ୍ୟ ଜବତ କଲା ଭାରତୀୟ ନୌସେନା
Copy and paste this URL into your WordPress site to embed
Copy and paste this code into your site to embed