୨୪ ଆକବର ରୋଡ୍: ଏକ ଶକ୍ତିଶାଳୀ ଦୁର୍ଗର ପତନ ନା ସମୟର ପରିବର୍ତ୍ତନ? || 24 Akbar Road: The fall of a mighty fort or a change of times?

ଯେଉଁ ଠିକଣା ଗତ ୪୦ ବର୍ଷ ଧରି କଂଗ୍ରେସର ପରିଚୟ ଥିଲା, ଯେଉଁଠାରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଦେଶର ରାଜନୀତିକୁ ପରିଚାଳିତ କରୁଥିଲେ, ସେହି ୨୪ ଆକବର ରୋଡ୍‌ରୁ ଏବେ ବିଦାୟ ନେବାର ବେଳ ଆସିଛି। କେନ୍ଦ୍ର ସରକାରଙ୍କ ଗୋଟିଏ ନୋଟିସ୍ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି। ଭାରତୀୟ ରାଜନୀତିର ଇତିହାସରେ କିଛି ଠିକଣା କେବଳ ଏକ ଘର ହୋଇ ରହିନାହିଁ, ବରଂ ତାହା ଗୋଟିଏ ଗୋଟିଏ ପ୍ରତିଷ୍ଠାନ ପାଲଟିଛି। ଲୁଟିଏନ୍ସ ଦିଲ୍ଲୀର … Continue reading ୨୪ ଆକବର ରୋଡ୍: ଏକ ଶକ୍ତିଶାଳୀ ଦୁର୍ଗର ପତନ ନା ସମୟର ପରିବର୍ତ୍ତନ? || 24 Akbar Road: The fall of a mighty fort or a change of times?