ପୁରୀ ବିମାନ ବନ୍ଦର ପାଇଁ ଅଧିଗ୍ରହଣ ହେବ ୨୨୧ ଏକର ଜମି
Puri airport: କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ସହ ଜମି ଅଧିଗ୍ରହଣ ଜନଶୁଣାଣି ପାଇଁ ତାରିଖ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲି ଓ ସାନ୍ଧପୁର ମୌଜାରେ ୨୨୧ ଏକର ଜମି ଅଧିଗ୍ରହଣ କରାଯିବ ବୋଲି ପୁରୀ ଉପଜିଲ୍ଲାପାଳ ରାଜକିଶୋର ଜେନା ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ବାସିନ୍ଦାଙ୍କ ପାଇଁ ପ୍ୟାକେଜ୍ ସହ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ନିମନ୍ତେ ମଧ୍ୟ ତାରିଖ ଘୋଷଣା କରିଛନ୍ତି ଶ୍ରୀ ଜେନା। ଆସନ୍ତା … Continue reading ପୁରୀ ବିମାନ ବନ୍ଦର ପାଇଁ ଅଧିଗ୍ରହଣ ହେବ ୨୨୧ ଏକର ଜମି
Copy and paste this URL into your WordPress site to embed
Copy and paste this code into your site to embed