୨୦୨୯ ମହାସମର – ନରେନ୍ଦ୍ର ମୋଦୀ ୪.୦ ନା ରାହୁଲ ଗାନ୍ଧୀ? || 2029 Mahasamar – Narendra Modi 4.0 or Rahul Gandhi?

ଭାରତୀୟ ରାଜନୀତିରେ ଆଗକୁ କଣ ହେବାକୁ ଯାଉଛି? ୨୦୨୯ ସାଧାରଣ ନିର୍ବାଚନ ବେଳକୁ ଦେଶର ରାଜନୈତିକ ଚିତ୍ର କେମିତି ରହିବ? ଦେଶ କଣ ଏକ ‘ଦୁଇ ଦଳୀୟ ବ୍ୟବସ୍ଥା’ ବା Two-Party System ଆଡ଼କୁ ଗତି କରୁଛି, ଯେଉଁଠି ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହୋଇଯିବ? କଣ ବିଜେପି ଏକ ଅପରାଜେୟ ଶକ୍ତିରେ ପରିଣତ ହୋଇଛି, ନା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ବିକଳ୍ପ ଚେହେରା ଭାବେ ଉଭା ହେବେ? ଇତିମଧ୍ୟରେ ଦେଶର ବରିଷ୍ଠ … Continue reading ୨୦୨୯ ମହାସମର – ନରେନ୍ଦ୍ର ମୋଦୀ ୪.୦ ନା ରାହୁଲ ଗାନ୍ଧୀ? || 2029 Mahasamar – Narendra Modi 4.0 or Rahul Gandhi?