2027 Census How much is the cost per person? || ୨୦୨୭ ଜନଗଣନା ପ୍ରତିବ୍ୟକ୍ତି ପିଚ୍ଛା କେତେ ଖର୍ଚ୍ଚ?

ଭାରତୀୟ ରାଜ୍ୟବ୍ୟବସ୍ଥାର ଇତିହାସରେ ଜନଗଣନା କେବଳ ଏକ ଡାଟା ବୈଜ୍ଞାନିକ କାର୍ଯ୍ୟ ନୁହେଁ- ଏହା ହୋଇଛି ଦେଶର ଯୋଜନା, ନୀତି, ଶାସନ ଏବଂ ବିକାଶର ମୂଳ ଭିତ୍ତି। ଏଥିରେ ଲୁଚିଛି ଦେଶର ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ ପରିଚୟ। ଆଜିର ଭାରତ, ଯେଉଁଠାରେ ଦ୍ରୁତ ଗତିରେ ବଦଳୁଥିବା ଟେକ୍ନୋଲୋଜିକାଲ ଦୁନିଆ ଏକ ନୂତନ ରୂପ ଦେଉଛି, ସେଠାରେ ୨୦୨୭ ଜନଗଣନାକୁ ପୁରାପୁରି ଡିଜିଟାଲ କରିବା ନିଷ୍ପତ୍ତି ଗୋଟିଏ ମାତ୍ର ପ୍ରଶାସନିକ ଘୋଷଣା ନୁହେଁ। ଏହା ଭାରତର … Continue reading 2027 Census How much is the cost per person? || ୨୦୨୭ ଜନଗଣନା ପ୍ରତିବ୍ୟକ୍ତି ପିଚ୍ଛା କେତେ ଖର୍ଚ୍ଚ?