2026;BJD revival or collapse? || ୨୦୨୬;ବିଜେଡି ପୁନରୁଦ୍ଧାର ନା ପତନ?

ଓଡ଼ିଶା ରାଜନୀତିର ଦୀର୍ଘକାଳୀନ ଶାସକ ବିଜୁ ଜନତା ଦଳ (ବିଜେଡି) ଏବେ ଇତିହାସର ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ଯେଉଁ ଆତ୍ମସମୀକ୍ଷା ଓ ସଂସ୍କାରର ଆଶା କରାଯାଉଥିଲା, ତାହା ଏବେ ଏକ ଦଳୀୟ ଶକ୍ତି ସଂଘର୍ଷରେ ପରିଣତ ହୋଇଛି। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାର ସୁଯୋଗ ନେଇ ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଦଳକୁ ନିଜ ମୁଠାରେ ରଖିବାକୁ … Continue reading 2026;BJD revival or collapse? || ୨୦୨୬;ବିଜେଡି ପୁନରୁଦ୍ଧାର ନା ପତନ?