2026 will be born from conflict: Politics from Puri ।। ଦ୍ୱନ୍ଦ୍ୱରୁ ଜନ୍ମ ହେବ ୨୦୨୬: ପୁରୀରୁ ପଲିଟିକ୍ସ, ସବୁଠି ଅସ୍ପଷ୍ଟତାର କୁହୁଡ଼ି

ଏମିତି ଏକ ଝୁଙ୍କରେ ରାଜ୍ୟରେ ସରକାର ବଦଳିଥିଲା। ୨୦୨୪ ଆରମ୍ଭରେ ପୁରୀ ପରିସ୍ଥିତିକୁ ନେଇ ପୂରା ପଲିଟିକ୍ସରେ ପରିବର୍ତ୍ତନ ଦେଖାଦେଇଥିଲା। ଶ୍ରୀମନ୍ଦିରରେ ରୀତିନୀତିକୁ ଶୃଙ୍ଖଳିତ କରିବା, ଭକ୍ତଙ୍କ ସୁରକ୍ଷା, ପୁରୀରେ ଭିତ୍ତିଭୂମି ସୃଷ୍ଟି, ଚାରି ଦୁଆର ଖୋଲିବା, ରତ୍ନଭଣ୍ଡାରକୁ ସୁରକ୍ଷିତ କରିବା ଆଦି ଅନେକ କଥା ଚର୍ଚ୍ଚା ହୋଇଥିଲା। ସେହିବର୍ଷ ଜୁନ୍‍ ମାସରେ ଏହା ସରକାରଙ୍କ ବିଫଳତା ବୋଲି ଲୋକେ ବିଚାରିଲେ ଆଉ ଚର୍ଚ୍ଚାରେ ନ ଥିବା ବିଜେପିକୁ ସରକାର ଗଠନ ପାଇଁ ଦାୟିତ୍ୱ ଦେଲେ । … Continue reading 2026 will be born from conflict: Politics from Puri ।। ଦ୍ୱନ୍ଦ୍ୱରୁ ଜନ୍ମ ହେବ ୨୦୨୬: ପୁରୀରୁ ପଲିଟିକ୍ସ, ସବୁଠି ଅସ୍ପଷ୍ଟତାର କୁହୁଡ଼ି