ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣର ଗୋଲକଧନ୍ଦା
Delimitation: ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀମାନଙ୍କର ସୀମା ନିର୍ଦ୍ଧ।ରଣ କରାଯାଇ ଆସନସଂଖ୍ୟା ବଢ଼ିବା ଯେ ନିଶ୍ଚିତ ଏହା ସର୍ବତ୍ର ଆଲୋଚିତ ହେଲାଣି। ଗତ ୨୦୦୯ବେଳକୁ ଏ ସବୁର ସୀମା ପୁନଃନିର୍ଦ୍ଧାରଣ କରାହୋଇଥିଲା। କିନ୍ତୁ ଆସନ ସଂଖ୍ୟା ବୃଦ୍ଧି ହୋଇନଥିଲା। ଆସନ ସଂଖ୍ୟା ବଢ଼ିଥିଲା ୧୯୭୧ ଜନଗଣନା ପରେ ଯେଉଁ ନିର୍ବାଚନ ହୋଇଥିଲା। ଅସଲରେ ପ୍ରତ୍ୟେକ ଦଶବର୍ଷରେ ଜନଗଣନା କରାହୋଇଥାଏ। ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଧାନସଭା ଓ ଲୋକସଭା ଆସନ ନିର୍ଦ୍ଧାରିତ ହୋଇଥାଏ। ତେଣୁ ୧୯୫୧-୫୨ରେ ଲୋକସଭା … Continue reading ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣର ଗୋଲକଧନ୍ଦା
Copy and paste this URL into your WordPress site to embed
Copy and paste this code into your site to embed