2026: Blessing or danger for humanity? Baba Venga’s prediction || ୨୦୨୬: ମାନବଜାତି ପାଇଁ ଆଶୀର୍ବାଦ ନା ସଙ୍କଟ? ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ଆଉ ମାତ୍ର ତିନି ଦିନ। ଏହା ପରେ ବିଶ୍ୱବାସୀ ଏକ ନୂଆ ଆଶା ଓ ଉଦ୍ଦୀପନା ସହ ୨୦୨୬ ମସିହାକୁ ସ୍ୱାଗତ କରିବେ। କିନ୍ତୁ ଏହି ଉତ୍ସବର ପରିବେଶ ମଧ୍ୟରେ ଏକ ଅଦୃଶ୍ୟ ଭୟ ଓ ଚର୍ଚ୍ଚାର କୁହୁଡ଼ି ଘୂରି ବୁଲୁଛି। ବୁଲଗେରିଆର ବିଶିଷ୍ଟ ଭବିଷ୍ୟବକ୍ତା ‘ବାବା ଭେଙ୍ଗା’ଙ୍କ ଭବିଷ୍ୟବାଣୀ ଏବେ ବିଶ୍ୱବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୨୬ କ’ଣ ଶାନ୍ତିର ବର୍ଷ ହେବ, ନା ମାନବ ସଭ୍ୟତା ଏକ ବଡ଼ ବିପର୍ଯ୍ୟୟର ସାମ୍ନା କରିବ? … Continue reading 2026: Blessing or danger for humanity? Baba Venga’s prediction || ୨୦୨୬: ମାନବଜାତି ପାଇଁ ଆଶୀର୍ବାଦ ନା ସଙ୍କଟ? ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ