୨୦୨୫ ହେବ ‘ସୁଭଦ୍ରା’ ବର୍ଷ

ତିନିଥର ମିଳିବ ଟଙ୍କା ମାଲାମାଲ ହେବେ ମହିଳା ୨୦୨୫ ‘ସୁଭଦ୍ରା’ ଯୋଜନାର ବର୍ଷ ହେବ। ୨୦୨୫ରେ ଯୋଗ୍ୟ ମହିଳାମାନଙ୍କୁ ୩ ଥର ‘ସୁଭଦ୍ରା’ ଯୋଜନା ଟଙ୍କା ଦିଆଯିବ। ମାଲାମାଲ ହେବେ ମହିଳା। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେଣୁ ଆସନ୍ତା ବର୍ଷ ମହିଳାଙ୍କ ନିମନ୍ତେ ବଡ଼ ଖୁସି ଖବର ଆସିବାକୁ ଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ ଆହୁରି କହିଛନ୍ତି, ଜାନୁଆରି ମାସରେ ‘ସୁଭଦ୍ରା’ ଯୋଜନାର ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ … Continue reading ୨୦୨୫ ହେବ ‘ସୁଭଦ୍ରା’ ବର୍ଷ