ନୂତନ ସଂସ୍କରଣ ସହ ବିଶ୍ୱରେ ରେକର୍ଡ଼ ଭାଙ୍ଗିଲା ସୁଜୁକି ହାୟାବୁସା
Suzuki : ସୁଜୁକି ଅନ୍ତର୍ଜାତୀୟ ବଜାର ପାଇଁ ହାୟାବୁସାର ସଦ୍ୟତମ ସଂସ୍କରଣ ଲଞ୍ଚ କରିଛି। ୨୦୨୫ ମଡେଲରେ ନୂଆ ରଙ୍ଗ ବିକଳ୍ପ ଏବଂ ଏହାର ଇଲେକ୍ଟ୍ରୋନିକ୍ ସିଷ୍ଟମରେ ଆଡଜଷ୍ଟମେଣ୍ଟ ସମେତ ସାମାନ୍ୟ ଅପଡେଟ୍ ରହିଛି। ସୁଜୁକି ୨୦୨୫ ହାୟାବୁସାକୁ ବିଶ୍ୱ ବଜାରରେ ଉନ୍ମୋଚନ କରିଛି । ପୂର୍ବ ମଡେଲ ତୁଳନାରେ ଡିଜାଇନ୍ ଅପରିବର୍ତ୍ତିତ ରହିଥିଲେ ହେଁ ଏଥିରେ ୩ଟି ନୂଆ ରଙ୍ଗ ସଂଯୋଗ ଯୋଡ଼ାଯାଇଛି। ଏଥିରେ ମେଟାଲିକ୍ ମାଟ୍ ଟାଇଟାନିୟମ ସିଲଭର ସହ ମେଟାଲିକ୍ ମାଟ୍ ଷ୍ଟିଲ … Continue reading ନୂତନ ସଂସ୍କରଣ ସହ ବିଶ୍ୱରେ ରେକର୍ଡ଼ ଭାଙ୍ଗିଲା ସୁଜୁକି ହାୟାବୁସା
Copy and paste this URL into your WordPress site to embed
Copy and paste this code into your site to embed