୧୯୦୧ ପରେ ସବୁଠୁ ଉତ୍ତପ୍ତ ଥିଲା ୨୦୨୪

୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି ବର୍ଷ ୨୦୨୪ ଶେଷ ହୋଇଛି। ଏହି ବର୍ଷ ଗଲାବେଳେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୯୦୧ ମସିହା ପରେ ଭାରତରେ ସବୁଠାରୁ ଉତ୍ତପ୍ତ ବର୍ଷ ହେବାର ରେକର୍ଡ କରିଛି ୨୦୨୪। ଭାରତୀୟ ପାଣିପାଗ ବିଭାଗ ଆଇଏମଡି ଅନୁଯାୟୀ, ୨୦୨୪ରେ ହାରାହାରି ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୦.୯୦ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା। ଏକ ଭର୍ଚ୍ଚୁଆଲ୍ ପ୍ରେସମିଟରେ … Continue reading ୧୯୦୧ ପରେ ସବୁଠୁ ଉତ୍ତପ୍ତ ଥିଲା ୨୦୨୪