୨୦୨୪ ଓଡ଼ିଶା ମହିଳାଙ୍କ ପାଇଁ ଉତ୍ପୀଡ଼ନର ବର୍ଷ
ଅନେକ ହାଜତ ନିର୍ଯାତନା, ଯୌନ ଅପରାଧ ଓ ହତ୍ୟାର ଶିକାର ସରିଯାଉଛି ୨୦୨୪ ମସିହା। ଆସନ୍ତାକାଲି ଠୁ ଏହା ସ୍ମୃତି ହୋଇଯିବ। ତେବେ ଏହି ବର୍ଷକୁ ଯଦି ଦେଖିବା ଓଡ଼ିଶା ମହିଳାଙ୍କ ପାଇଁ ୨୦୨୪ ବର୍ଷ ଉତ୍ପୀଡ଼ନ ଓ ଅତି ଭୟଙ୍କର ନିର୍ଯାତନାର ବର୍ଷ ଥିଲା। ହାଜତ ନିର୍ଯାତନା, ଘୃଣ୍ୟ ଯୌନ ଅପରାଧ ଓ ହତ୍ୟାକାଣ୍ଡ ଭଳି ଅମାନୁଷିକ ଘଟଣା ଘଟିଥିବା ଜଣାପଡିଛି। ଯଦିଓ ରାଜ୍ୟରେ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡ଼ି ସରକାର ଚଳିତ … Continue reading ୨୦୨୪ ଓଡ଼ିଶା ମହିଳାଙ୍କ ପାଇଁ ଉତ୍ପୀଡ଼ନର ବର୍ଷ
Copy and paste this URL into your WordPress site to embed
Copy and paste this code into your site to embed