Two-wheelers to Get Cheaper after GST Cut ।। ବଦଳିଲା ଜିଏସଟି ନିୟମ, ଶସ୍ତା ହେବ ଏସବୁ ବାଇକି- ସ୍କୁଟି

ଜିଏସଟି ନିୟମରେ କେନ୍ଦ୍ର ସରକାର ଯେଉଁ ଏକ ବଡ଼ ପରିବର୍ତ୍ତନ କରିଛନ୍ତି ତାହା ଦୁଇ ଚକିଆ ଯାନ କିଣିବା ପାଇଁ ଆଶାୟୀ ଲୋକଙ୍କୁ ଅଶ୍ଵସ୍ତି କରିଛି । ଏହା ଦ୍ୱାରା ପ୍ରତିଦିନର ବାଇକ୍ ଶସ୍ତା ହୋଇଛି। କିନ୍ତୁ, ମହଙ୍ଗା ବାଇକ ପ୍ରେମୀମାନଙ୍କୁ ଝଟକା ଲାଗିଛି। ୨୨ ସେପ୍ଟେମ୍ବରରୁ ଦୁଇ ଚକିଆ ଯାନ ଉପରେ ଟିକସ ହାର ପରିବର୍ତ୍ତନ ହୋଇଛି। ଇଞ୍ଜିନ ଆକାର ଏବଂ ଇନ୍ଧନର ପ୍ରକାର ଉପରେ ଟିକସ ଲାଗୁ ହେବ। ତେବେ ଜାଣି ରଖିବା ଯେ, … Continue reading Two-wheelers to Get Cheaper after GST Cut ।। ବଦଳିଲା ଜିଏସଟି ନିୟମ, ଶସ୍ତା ହେବ ଏସବୁ ବାଇକି- ସ୍କୁଟି