ପାରାଦୀପ ବନ୍ଦରରେ ୨ଟି ଜାହାଜ ଜବତ

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ପାରାଦୀପ ପୁଲିସ ଗୁରୁବାର ଦିନ ଓସେନ୍ ଜେଡ୍ ଓ ଓସେନ୍ ମୋର୍ଗାନାଇଟ୍ ନାମକ ଦୁଇଟି ଜାହାଜକୁ ଜବତ କରିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ସାମୁଦ୍ରିକ ଲଜିଷ୍ଟିକ୍ସ ଓ ସାମୁଦ୍ରିକ ସେବା କ୍ଷେତ୍ରରେ ଅଗ୍ରଣୀ କମ୍ପାନି ଆଲଫାର୍ଡ ମେରିଟାଇମ୍ ଗ୍ରୁପ୍ ଏହି ଦୁଇଟି ଜାହାଜ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ପ୍ରାୟ ୪୨୮ କୋଟି ଟଙ୍କା ବକେୟା ଆଦାୟ ଦାବି କରିଛି। ଓସେନଜେଡ୍ … Continue reading ପାରାଦୀପ ବନ୍ଦରରେ ୨ଟି ଜାହାଜ ଜବତ