କଟକରେ ଚାଇନା ନିର୍ମିତ ପ୍ଲାଷ୍ଟିକ ପତଙ୍ଗ ମାଡ଼ରେ ଆଉ ୨ ଜଣ ଆହତ
ଚୀନ ନିର୍ମିତ ପ୍ଲାଷ୍ଟିକ୍ ପତଙ୍ଗ ଧକ୍କାରେ କଟକ ସହରରେ ଆଉ ୨ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସହରର ନୂଆ ବଜାରସ୍ଥିତ ଓଭରବ୍ରିଜ୍ ଉପରେ ଦୁଇ ଜଣ ବାଇକରେ ଯାଉଥିବା ବେଳେ ମୁହଁ ଓ ବେକରେ ପତଙ୍ଗ ତାରରେ ଫସି ଯାଇଥିଲେ। ଏଥିରେ ଜଣଙ୍କର ନାକ ତାରରେ କଟିଯାଇଥିବା ବେଳେ ଅନ୍ୟ ଜଣଙ୍କ ଆଙ୍ଗୁଠି ଓ ବେକରେ ଆଘାତ ଲାଗିଛି। ସେମାନେ ତଳେ ପଡ଼ି ରକ୍ତସ୍ରାବ ଆରମ୍ଭ କରିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଏସସିବି … Continue reading କଟକରେ ଚାଇନା ନିର୍ମିତ ପ୍ଲାଷ୍ଟିକ ପତଙ୍ଗ ମାଡ଼ରେ ଆଉ ୨ ଜଣ ଆହତ
Copy and paste this URL into your WordPress site to embed
Copy and paste this code into your site to embed