24 million in the ‘peon’ job line, 25 million in the ‘iPhone’ line ।। ‘ଚପରାସୀ‘ ଚାକିରି ଲାଇନରେ ୨୪ ଲକ୍ଷ,‘ଆଇଫୋନ୍‘ ଧାଡ଼ିରେ ୨୫ ଲକ୍ଷ

ଗୋଟିଏ ହେଉଛି ଇଣ୍ଡିଆ । ଆଉ ଗୋଟିଏ ହେଉଛି ଭାରତ । ଇଣ୍ଡିଆ ଯେଉଁଠି ସରେ ଭାରତ ସେଇଠୁ ଆରମ୍ଭ ହୁଏ । ଗୋଟିଏ ପଟେ ଚିକମିକ୍ ଲାଇଫଷ୍ଟାଇଲ । ଆରପଟେ ଗରିବୀର ଅନ୍ଧକାର । ଇଏ ହେଉଛି ବିରୋଧାଭାଷର ଦେଶ,ଇଏ ହେଉଛି ଭାରତର କାହାଣୀ । ସାଇନିଂ ଇଣ୍ଡିଆର କାହାଣୀ ବି ଆଉ ସେହି ସାଇନିଂ ଇଣ୍ଡିଆର ଅନ୍ୟପଟେ ଗରିବି ସହିତ ଲଢୁଥିବା,ଶଢୁଥିବା ଭାରତର କାହାଣୀ । ଦୁଇଟି ଚିତ୍ରରୁ ଆପଣ ଏହାକୁ ଭଲ ଭାବେ … Continue reading 24 million in the ‘peon’ job line, 25 million in the ‘iPhone’ line ।। ‘ଚପରାସୀ‘ ଚାକିରି ଲାଇନରେ ୨୪ ଲକ୍ଷ,‘ଆଇଫୋନ୍‘ ଧାଡ଼ିରେ ୨୫ ଲକ୍ଷ