ମାର୍ଚ୍ଚ ୮ରେ ଓଡ଼ିଶାରେ ପ୍ରଥମ ଜାତୀୟ ଲୋକ ଅଦାଲତ

ଓଡ଼ିଶାରେ ୨୦୨୫ର ପ୍ରଥମ ଜାତୀୟ ଲୋକ ଅଦାଲତ ମାର୍ଚ୍ଚ ୮ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୮ ତାରିଖରେ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ବାଣପୁର, ଚିଲିକା, ଟାଙ୍ଗୀ ଓ ବେଗୁନିଆସ୍ଥିତ ସମ୍ପୃକ୍ତ କୋର୍ଟ ପରିସରରେ ଲୋକ ଅଦାଲତ ପରିସରରେ ଲୋକ ଅଦାଲତ ଅନୁଷ୍ଠିତ ହେବ। ଜାତୀୟ ଲୋକ ଅଦାଲତ ରେ ନାଗରିକ ବିବାଦ, ଟ୍ରାଫିକ ଚାଲାଣ ଏବଂ ମୋଟର ଦୁର୍ଘଟଣା ଦାବି ଭଳି ମାମଲାର ସମାଧାନ ହୋଇଥାଏ । ମାମଲା ଗୁଡ଼ିକ କୋର୍ଟ କିମ୍ବା ପ୍ରି-ଲିଟିଗେସନ୍ ରେ … Continue reading ମାର୍ଚ୍ଚ ୮ରେ ଓଡ଼ିଶାରେ ପ୍ରଥମ ଜାତୀୟ ଲୋକ ଅଦାଲତ